ଗୁରୁବାର Gurubāra

  • ସଂ. ବି. ( 6 ଷ୍ଠୀ ତତ୍; ଗୁରୁ+ବାର) — ରବିବାରର 5 ମ ଦିବସ, ବୃହସ୍ପତି ବାସର — ରବିବାରର5ମ ଦିବସ, ବୃହସ୍ପତି ବାସର— Thursday
  • ସଂ. ବି. ( 6 ଷ୍ଠୀ ତତ୍; ଗୁରୁ+ବାର) — [ଦ୍ର—ହିନ୍ଦୁମାନଙ୍କ ମତରେ ଏହା ଲକ୍ଷ୍ମୀଙ୍କ ବାର; ଏ ଦିନ ଲକ୍ଷ୍ମୀପୂଜା ହୁଏ। ଓଡ଼ିଶାରେ ମାର୍ଗଶିର ମାସର ଗୁରୁବାର ଲକ୍ଷ୍ମୀପୂଜା ନିମନ୍ତେ ପ୍ରଶସ୍ତ।]