ଗୁରୁବର୍ଣ୍ଣ Gurubarṇṇa
- ସଂ. ବି. (କର୍ମଧା; ଗୁରୁ+ବର୍ଣ୍ଣ) — ଦୀର୍ଘସ୍ୱର — Long vowel
- ସଂ. ବି. (କର୍ମଧା; ଗୁରୁ+ବର୍ଣ୍ଣ) — ସଂଯୁକ୍ତବର୍ଣ୍ଣର ପୂର୍ବବର୍ତ୍ତୀ ସ୍ୱର — An accented vowel
- ସଂ. ବି. (କର୍ମଧା; ଗୁରୁ+ବର୍ଣ୍ଣ) — ଅନୁସ୍ୱାର ଓ ବିସର୍ଗଯୁକ୍ତ ବର୍ଣ୍ଣ — A letter to which an anuswāra or bisarga is joined