ଗୁରୁବାର ଉଜୁଆଁ Gurubāraujuāñ

  • ଦେ. ବି — ମାର୍ଗଶିର ମାସର ପ୍ରତି ଗୁରୁବାର ଦିନ ଲକ୍ଷ୍ମୀପୂଜା କରି ଶେଷ ଗୁରୁବାରରେ ବିଶେଷ ଅନୁଷ୍ଠାନାଦି ସହିତ ବ୍ରତ ଉଦ୍ୟାପନ କରିବା — The concluding ceremony and worship done on the last thursday of the month of Mārgaṡira in connection with the worship of Goddess Lakshmī