ଗୁରୁତଳ୍ପ Gurutaḻpa
- ସଂ. ବି ( 6 ଷ୍ଠୀ ତତ୍; ଗୁରୁ+ତଳ୍ପ) — ଗୁରୁଙ୍କ ଶଯ୍ଯା — 1. The bed of one's preceptor
- ସଂ. ବି ( 6 ଷ୍ଠୀ ତତ୍; ଗୁରୁ+ତଳ୍ପ) — ଗୁରୁଙ୍କର ସ୍ତ୍ରୀ — The wife of one's preceptor
- ସଂ. ବିଣ (ବହୁବ୍ରୀହି) — ବିମାତୃଗାମୀ — One who revishes or cohabits with his step-mother