ଗୁରୁତଳ୍ପଗ Gurutaḻpaga

  • ସଂ. ବିଣ. ପୁଂ (ଗୁରୁ+ତଳ୍ପ+ଗମ୍ ଧାତୁ+କର୍ତ୍ତୃ. ଅ) — ବିମାତୃଗାମୀ — One who cohabits with his step-mother
  • ସଂ. ବିଣ. ପୁଂ (ଗୁରୁ+ତଳ୍ପ+ଗମ୍ ଧାତୁ+କର୍ତ୍ତୃ. ଅ) — ଯେ ଗୁରୁପତ୍ନୀଙ୍କୁ ରମଣ କରେ — One who revishes or violates the wife of his spiritual preceptor
  • ସଂ. ବିଣ. ପୁଂ (ଗୁରୁ+ତଳ୍ପ+ଗମ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ମହାପାପ। ଚନ୍ଦ୍ର ଗୁରୁପତ୍ନୀ ହରଣ କରି ରୋଗଗ୍ରସ୍ତ ହୋଇଅଛନ୍ତି; ଏ ମହାପାପର ପ୍ରାୟଶ୍ଚିତ୍ତାର୍ଥ ପାପୀ ଗୋଟୀଏ ଉତ୍ତପ୍ତ ଲୌହର ସ୍ତ୍ରୀମୂର୍ତ୍ତିକୁ ଅଲିଙ୍ଗନ କରି ମରିବାପାଇଁ ସ୍କୃତିରେ ବିଧାନ ଅଛି।]
  • ଦେ. ବି — ଗୁରୁପତ୍ନୀହରଣ ଦୋଷ — Offence caused by ravishing the wife of one's pereceptor
  • ଦେ. ବି — ହରିଲେ ଗଉରବୀ ମାଈଁ ଗୁରୁ ତଲ୍ଲଗ ହେଲା କାହିଁ—ପ୍ରାଚୀ, ପୂର୍ଣ୍ଣତମଚନ୍ଦ୍ରୋଦୟ।