ଗୁରୁଣ୍ଡିବା Guruṇḍibā

  • ଦେ. କ୍ରି — ହାତ ଓ ଆଣ୍ଠୁରେ ଭରାଦେଇ ଚାଲିବା — To creep on fours; to crawl;
  • ଦେ. କ୍ରି — କେ ଗୋପୀ ଉଦୂଖଳେ ଟାଣି ଗୁରୁଣ୍ଡେ ବଜାଇ କିଙ୍କିଣୀ—ଜଗନ୍ନାଥ, ଭାଗବତ।