ଗୁରୁଗଉରବ Gurugauraba
- ଦେ. ପଦ୍ଯ ବି—(ସଂ. ଗୁରୁ+ଗୌରବ) — ମାନମର୍ଯ୍ୟାଦା — Honour or dignity
- ଦେ. ପଦ୍ଯ ବି—(ସଂ. ଗୁରୁ+ଗୌରବ) — ଗଲା ଜାତିମାନ ଗୁରୁ ଗଉରବ ପ୍ରୀତି କଲା ଏତେ ସରି—ନନ୍ଦକିଶୋର, ଶର୍ମିଷ୍ଠା।
- ଦେ. ପଦ୍ଯ ବି—(ସଂ. ଗୁରୁ+ଗୌରବ) — ଆପଣାର ମାନ୍ୟଗଣ୍ୟ ବ୍ଯକ୍ତି — One's superiors or elders
- ଦେ. ପଦ୍ଯ ବି—(ସଂ. ଗୁରୁ+ଗୌରବ) — ଲାଜ ବେଭାର ବଡ଼ପଣ, ଯେ ଗୁରୁଗଉରବ ଗଣ—ଭୂପତି, ପ୍ରେମପଞ୍ଚାମୃତ।
- ଦେ. ପଦ୍ଯ ବି—(ସଂ. ଗୁରୁ+ଗୌରବ) — ଆପଣାର ମାନ୍ୟ ବ୍ଯକ୍ତି ବା ଗୁରୁଜନଙ୍କ ପ୍ରତି ପ୍ରଦର୍ଶନୀୟ ସମ୍ମାନ — Respect due to one's superiors or elders