ଗୁରୁକ୍ରମ Gurukrama
- ସଂ. ବି ( 6 ଷ୍ଠୀ ତତ୍; ଗୁରୁ+କ୍ରମ) — ଏକାଦିକ୍ରମେ ଗୁରୁଙ୍କ ପର୍ଯ୍ଯାୟ — Succession of teachers; successive generations of tutors
- ସଂ. ବି ( 6 ଷ୍ଠୀ ତତ୍; ଗୁରୁ+କ୍ରମ) — ପରମ୍ପରାକ୍ରମେ ଶିକ୍ଷା ଦିଆ ଯାଉଥିବା ବିଦ୍ୟା — Traditional instruction; instruction handed down through a series of teachers