ଗୁରୁକୁଳ Gurukuḻa

  • ସଂ. ବି. ( 6 ଷ୍ଠୀ ତତ୍; ଗୁରୁ+କୁଳ) — ଗୁରୁଙ୍କ ଗୃହ ବା ପରିବାର — The house or family of one's preceptor or spiritual guide
  • ସଂ. ବି. ( 6 ଷ୍ଠୀ ତତ୍; ଗୁରୁ+କୁଳ) — ବ୍ରହ୍ମଚର୍ଯ୍ୟାଶ୍ରମରେ ଦ୍ୱିଜାତି ଛାତ୍ରମାନଙ୍କ ଶିକ୍ଷାସ୍ଥାନ ଓ ବାସସ୍ଥାନରୂପେ ବ୍ଯବହୃତ ଗୁରୁଙ୍କ ଗୃହ ବା ଆଶ୍ରମ — The hermitage or residence of the preceptor in which pupils used to board & lodge during their studentship
  • ସଂ. ବି. ( 6 ଷ୍ଠୀ ତତ୍; ଗୁରୁ+କୁଳ) — ଗୁରୁକୁଳରେ ବାସ କଲେ, ଲୋକରେ ଧର୍ମ ଦେଖାଇଲେ। ଜଗନ୍ନାଥ, ଭାଗବତ।
  • ସଂ. ବି. ( 6 ଷ୍ଠୀ ତତ୍; ଗୁରୁ+କୁଳ) — [ଦ୍ର—ପୂର୍ବେ ଭାରତୀୟ ହିନ୍ଦୁଛାତ୍ରମାନେ ଗୁରୁଗୃହରେ ବାସ କରି ବ୍ରହ୍ମଚର୍ଯ୍ୟ ଅବଲମ୍ବନପୂର୍ବକ ଗୁରୁଙ୍କ ସେବା ଓ ବିଦ୍ୟାଶିକ୍ଷା କରୁଥିଲେ। ଗୁରୁକୁଳ ଜନବସତିର ଦୂରରେ ଅବସ୍ଥିତ ହେଉଥିଲା।]