ଗୁରୁକୁଣ୍ଡଳୀ Gurukuṇḍaḻī
- ସଂ. ବି — ବର୍ଷାଧିପତି ଗ୍ରହ ନିର୍ଣ୍ଣୟାର୍ଥ ଅଙ୍କିତ ଫଳିତ ଜ୍ୟୋତିଷୋକ୍ତ ଚକ୍ରବିଶେଷ — An astrological circle drawn to find out the planet presiding over a particular year
- ସଂ. ବି — [ଦ୍ର—ଏହି ଚକ୍ରଦ୍ୱାରା କୌଣସି ବ୍ଯକ୍ତିର ଜନ୍ମନକ୍ଷତ୍ର ଅନୁସାରେ ପ୍ରତ୍ୟେକ ବର୍ଷର ଅଧିପତି ଗ୍ରହ ନିର୍ଣ୍ଣୟ କରାଯାଏ। ଏହି ଚକ୍ରର କେନ୍ଦ୍ରସ୍ଥଳରେ ଗୁରୁ ବା ବୃହସ୍ପତିଙ୍କୁ ଲେଖାଯାଏ ଓ ବୃହସ୍ପତିଙ୍କ ଆଠ ପାଖରେ ଅନ୍ଯ 8 ଟି ଗ୍ରହକୁ ରଖାଯାଏ। ହି. ଶବ୍ଦସାଗର] — [ଦ୍ର—ଏହି ଚକ୍ରଦ୍ୱାରା କୌଣସି ବ୍ଯକ୍ତିର ଜନ୍ମନକ୍ଷତ୍ର ଅନୁସାରେ ପ୍ରତ୍ୟେକ ବର୍ଷର ଅଧିପତି ଗ୍ରହ ନିର୍ଣ୍ଣୟ କରାଯାଏ ଏହି ଚକ୍ରର କେନ୍ଦ୍ରସ୍ଥଳରେ ଗୁରୁ ବା ବୃହସ୍ପତିଙ୍କୁ ଲେଖାଯାଏ ଓ ବୃହସ୍ପତିଙ୍କ ଆଠ ପାଖରେ ଅନ୍ଯ8ଟି ଗ୍ରହକୁ ରଖାଯାଏ ହି. ଶବ୍ଦସାଗର]