ଗୁରୁକର୍ଣ୍ଣ Gurukarṇṇa

  • ସଂ. ବି (ମ. ପ. ଲୋ.) — ଗୁରୁ ଯେଉଁ କାନରେ ମନ୍ତ୍ର ଦିଅନ୍ତି; ଦକ୍ଷିଣ କର୍ଣ୍ଣ — The right ear