ଗୁରାଳି Gurāḻi

  • ଦେ. ବି. — କୋଳାହଳ; ଘୋଘା — Hubbub; noise
  • ଦେ. ବିଣ — ଅସ୍ତବ୍ୟସ୍ତ ବା କାଉଳି ହୋଇ କୋଳାହଳ କରୁଥିବା — Making noise in a hurry
  • ଦେ. ବିଣ — ଧାଇଁଲେ ଗିଳିବାକୁ ହୋଇଣ ଗୁରାଳି—କୃଷ୍ଣସିଂହ, ମହାଭାରତ, ଆଦି।