ଗୁରାଣ୍ଡି Gurāṇḍi
- ଦେ. ବି. — କ୍ଷେପଣୀୟ ଶସ୍ତ୍ରବିଶେଷ — A kind of weapon which is hurled at an enemy
- ଦେ. ବି. — କ୍ଷୁଦ୍ର ମୃଗବିଶେଷ — A kind of small deer
- ଦେ. ବି. — [ଦ୍ର—ଏହାର ମାଂସ ସ୍ୱାଦୁ, ରୁଚିକର ଓ ବଳବର୍ଦ୍ଧକ— (ହରେକୃଷ୍ଣ, ଦ୍ରବ୍ଯଗୁଣ)। ଏ ଉଚ୍ଚରେ 1 ଫୁଟ ବଢ଼େ।] — [ଦ୍ର—ଏହାର ମାଂସ ସ୍ୱାଦୁ, ରୁଚିକର ଓ ବଳବର୍ଦ୍ଧକ— (ହରେକୃଷ୍ଣ, ଦ୍ରବ୍ଯଗୁଣ) ଏ ଉଚ୍ଚରେ1ଫୁଟ ବଢ଼େ]
- ଦେ. ବିଣ — ଆନ୍ଦୋଳିତ — Agitated
- ଦେ. ବିଣ — [ଯଥା—ମୋ ପେଟ ଗୁରାଣ୍ଡି ହେଉଛି।]