ଗୁରୁ Guru
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ଶିକ୍ଷାଗୁରୁ; ଆଚାର୍ଯ୍ୟ; ଅଧ୍ୟାପକ — Preceptor; teacher; tutor
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ପିତା — Father
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ଧର୍ମୋପଦେଷ୍ଟା; ମନ୍ତ୍ରଦାତା — Spiritual guide
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ପୂର୍ବପୁରୁଷ — Ancestor
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ପୁରୋହିତ — Priest
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ସମ୍ମାନାର୍ହ ବ୍ଯକ୍ତି; ପିତା ମାତା ଆଦି ଗୁରୁଜନ — One's elders
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — [ଦ୍ର—ଶାସ୍ତ୍ର ଅନୁସାରେ ଜନ୍ମଦାତା (ପିତା ମାତା), କନ୍ଯା— ଦାତା, ମନ୍ତ୍ରଦାତା, ଜ୍ୟେଷ୍ଠଭ୍ରାତା, ଅନ୍ନଦାତା ଓ ଭୟତ୍ରାତା, ଏମାନଙ୍କ ସ୍ତ୍ରୀ ଓ ଏମାନେ ଗୁରୁ ଅଟନ୍ତି।]
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ନିୟମକାରକ; ନିୟାମକ ବ୍ୟକ୍ତି — Ruler; guide
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ଦେବଗୁରୁ; ବୃହସ୍ପତି — Brahaspati
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ବୃହସ୍ପତିଗ୍ରହ — Jupiter (planet)
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ଦୋଣାଚାର୍ଯ୍ୟ — Droṇāchārj̄ya
- ସଂ. ବି. (ପୁଂ ଓ ସ୍ତ୍ରୀ) (ଗୃ ଧାତୁ= ଶବ୍ଦ କରିବା; କହିବା+ କର୍ତ୍ତୃ ଉ; ଯେ ଧର୍ମକର୍ମାଦିର ପଥ ଶିଷ୍ୟ ନିକଟରେ ପ୍ରକାଶ କରନ୍ତି) — ପୁଷ୍ୟାନକ୍ଷତ୍ର (ବୃହସ୍ପତି ଏ ନକ୍ଷତ୍ରର ଅଧିଷ୍ଠାତା) — The 8th lunar mansion