ଗୁମ୍ଫିତ Gumphita
- ସଂ. ବିଣ—(ଗୁମ୍ଫ୍ ଧାତୁ+ କର୍ମ. ତ) — ଗ୍ରଥିତ; ଗୁନ୍ଥା ହୋଇଥିବା — Strung together
- ସଂ. ବିଣ—(ଗୁମ୍ଫ୍ ଧାତୁ+ କର୍ମ. ତ) — ନିବଦ୍ଧ — (Several things) Attached, by means of a common thing, to one another
- ସଂ. ବିଣ—(ଗୁମ୍ଫ୍ ଧାତୁ+ କର୍ମ. ତ) — ରଚିତ — Composed