ଗୁମ୍ଗୁମ୍ Gumgum
- ଦେ. ବି (ସଂ. ଗ୍ରୀଷ୍ମ) — ପବନ ନ ଥିବା ଅବସ୍ଥାରେ ହେବା ପ୍ରଚଣ୍ଡ ଗ୍ରୀଷ୍ମ; ନିର୍ବାତ ରୌଦ୍ରର ଗ୍ରୀଷ୍ମ — Excessive heat without wind; sweltering heat
- ଦେ. ବି (ସଂ. ଗ୍ରୀଷ୍ମ) — (ଧ୍ୱନ୍ୟନୁକରଣ) ଅନ୍ୟର ପିଠିରେ ବିଧା ମାରିବାର ଗଭୀର ଶବ୍ଦ; ଦୁମ୍ଦୁମ୍ ଶବ୍ଦ — Grave sound; sound produced by sound blows dealt on the back of a person with the fist
- ଦେ. ବି (ସଂ. ଗ୍ରୀଷ୍ମ) — ବିଧା — Sound blows with the fist