ଗୁମ୍ ହେବା Gum hebā

  • ଦେ. କ୍ରି — ଚୁପ୍ ହେବା — To keep silent
  • ଦେ. କ୍ରି — ହଜିବା — To be missing; to be lost
  • ଦେ. କ୍ରି — ଅଦୃଶ୍ୟ ହେବା; ଲୁଚିଯିବା — To be hidden; to disappear