ଗୁମ୍ ଖାଇବା Gum khāibā

  • ଦେ. କ୍ରି — ଗୁମ୍ ହେବା 1 (ଦେଖ) — ଗୁମ୍ ହେବା1(ଦେଖ)Gum hebā 1 (See)
  • ଦେ. କ୍ରି — ମିଆଁ ସାହେବ ଗାଲରେ ହାତ ଦେଇ ଗୁମ୍ ଖାଇ ବସି ଅଛନ୍ତି। ଫକୀରମୋହନ, ଛମାଣଆଠଗୁଣ୍ଠ।