ଗୁମସ୍ତା Gumastā
- ବୈଦେ. ବି. (ଫା. ଗୁମାସ୍ତା) — ଜମିଦାରଙ୍କ ତରଫରୁ ପ୍ରଜାମାନଙ୍କଠାରୁ ଖଜଣା ଆଦୟକାରୀ କର୍ମଚାରୀ; ତହସିଲଦାର — Rent collector; Tahasildar
- ବୈଦେ. ବି. (ଫା. ଗୁମାସ୍ତା) — ବଣିକଙ୍କର ହିସାବ ରଖିବା ମୋହରିର୍; କିରାନି — Accountant; clerk; Moharir
- ଦେ. (ଗଞ୍ଜାମ) ବି — ଓକିଲମୋହରିର — Pleader's clerk