ଗୁମରଫିଟିବା Gumara phiṭibā

  • ଦେ. ବି. — ଗୁପ୍ତକଥା ପ୍ରକାଶିତ ହେବା — Divulging of one's secrets
  • ଦେ. ବି. — ଇଜ୍ଜତ ନଷ୍ଟ ହେବା — Loss of prestige