ଗୁମର ଖୋଲିବା Gumara kholibā

  • ଦେ. କ୍ରି. — ଅନ୍ୟର ଗୃହଚ୍ଛିଦ୍ର, ଗୁପ୍ତକଥା ବା ଇଜ୍ଜତ ପଦାରେ ପ୍ରକାଶ କରିବା — To divulge another's secrets; to publish family-secrets
  • ଦେ. କ୍ରି. — ଗୁପ୍ତ ବିଷୟକୁ ଖୋଲା କରି ଦେବା — To open up a secret matter