ଗୁପ୍ତବେଶ Guptabeṡa

  • ସଂ. ବି. (କର୍ମଧା; ଗୁପ୍ତ+ବେଶ) — ଛଦ୍ମବେଶ — A disguise or mask
  • ସଂ. ବିଣ. ପୁଂ.—(ବହୁବ୍ରୀହି) — ଛଦ୍ମବେଶଧାରୀ — Disguised; masked