ଗୁପ୍ତଧନ Guptadhana

  • ସଂ. ବି. (କର୍ମଧା; ଗୁପ୍ତ+ଧନ) — ଅନ୍ୟର ଅଲକ୍ଷିତରେ ସଞ୍ଚିତ ଧନ — Hidden hoard
  • ସଂ. ବିଣ. (ବହୁବ୍ରୀହି) — ଯାହାର ଗୁପ୍ତ ଧନ ଅଛି — One who has got a hidden hoard