ଗୁପ୍ତଗତି Guptagati

  • ସଂ. ବିଣ (ବହୁବ୍ରୀହି; ଗୁପ୍ତ+ଗତି) — ଯେ ଗୋପନରେ ଗମନା— ଗମନ କରେ — One who moves secretly
  • ସଂ. ବି. — ଗୁପ୍ତଚର (ଦେଖ) — Guptachara (See)