ଗୁପ୍ତ କଥା Gupta kathā

  • ସଂ. ବି. (କର୍ମଧା; ଗୁପ୍ତ+କଥା) — ଗୋପନୀୟ ବିଷୟ — Secret matter; confidential matter
  • ସଂ. ବି. (କର୍ମଧା; ଗୁପ୍ତ+କଥା) — ଗୂଢ଼ ରହସ୍ୟ — Mystery; a secret
  • ସଂ. ବି. (କର୍ମଧା; ଗୁପ୍ତ+କଥା) — ଅପ୍ରକାଶିତ ବିଷୟ — Unpublished matter