ଗୁପ୍ଚୁପ୍ Gupchup
- ଦେ. ବି. (ସଂ. ଗୁପ୍ ଧାତୁ=ଗୋପନ କରିବା+ସଂ. ଚୁପ ଧାତୁ=ମୌନ ହେବା) — ଗୁପ୍ତ ବିଷୟ — Secrecy
- ଦେ. ବି. (ସଂ. ଗୁପ୍ ଧାତୁ=ଗୋପନ କରିବା+ସଂ. ଚୁପ ଧାତୁ=ମୌନ ହେବା) — କଥା ନ କହିବା; ମୌନ — Silence
- ଦେ. ବି. (ସଂ. ଗୁପ୍ ଧାତୁ=ଗୋପନ କରିବା+ସଂ. ଚୁପ ଧାତୁ=ମୌନ ହେବା) — ଦୁଧଛେନାର ମିଷ୍ଟାନ୍ନବିଶେଷ — A kind of sweetmeat
- ଦେ. ବିଣ — ଗୁପ୍ତ — Secret
- ଦେ. ବିଣ — ମୌନାବଲମ୍ବୀ — Silent
- ଦେ. କ୍ରି. ବିଣ — ଗୋପନରେ — Secretly
- ଦେ. କ୍ରି. ବିଣ — ତୁନି ହୋଇ — Silently