ଗୁପ୍ଚାଇବା Gupchāibā

  • ପ୍ରାଦେ. (ସମ୍ବଲପୁର) କ୍ରି — କାଠ ବା ବାଉଁଶ ଅଗକୁ ମୁନିଆଁ କରିବା — To sharpen the pointed end of a piece of wood or bamboo
  • ପ୍ରାଦେ. (ସମ୍ବଲପୁର) କ୍ରି — (ଯଥା—ଝାର୍ର କଣ୍ଟାକେ ଗୁପ୍ଚାଇ ଲାଗ୍ସି।)