ଗୁନ୍ଦ୍ରା Gund-rā

  • ଦେ. ବି. (ସଂ. ଗୁଦ୍ ଧାତୁ) — ଖେଳରେ ଗୋଳାଇବା — Using unfair means in a game
  • ଦେ. ବି. (ସଂ. ଗୁଦ୍ ଧାତୁ) — ମିଥ୍ୟା — Falsehood
  • ଦେ. ବିଣ. ପୁଂ. — ମିଥ୍ୟାବାଦୀ — Liar
  • ଦେ. ବିଣ. ପୁଂ. — ଗୋଳିଆ; ଯେ ଖେଳରେ ଗୋଳାଏ — One who uses unfair means in a game