ଗୁଦୁଡ଼ି Guduṟḍ̠i

  • ବୈଦେ. ବି. (ପର୍ଟୁଗୀଜ୍—ଗୋଦ୍ରିସ୍; ତୁଳ ସଂ. ଗୁଧ୍ ଧାତୁ) — ଗୁଡ଼ିଏ ଚିରାଲୁଗା ଏକତ୍ର ସିଲାଇ କରି ପ୍ରସ୍ତୁତ କରାଯିବା ଶଯ୍ୟା — A bed-quilt made of rags sewn together
  • ବୈଦେ. ବି. (ପର୍ଟୁଗୀଜ୍—ଗୋଦ୍ରିସ୍; ତୁଳ ସଂ. ଗୁଧ୍ ଧାତୁ) — କନ୍ଥା — Rags