ଗୁଦଭ୍ରଂଶ Gudabhraṁṡa

  • ସଂ. ବି. ( 6 ଷ୍ଠୀ ତତ୍; ଗୁଦ+ଭ୍ରଂଶ) — ମଳଦ୍ୱାରରେ ହେବା ରୋଗବିଶେଷ; ମଳକଣ୍ଟକ ରୋଗ — A disease attacking the anus
  • ସଂ. ବି. ( 6 ଷ୍ଠୀ ତତ୍; ଗୁଦ+ଭ୍ରଂଶ) — ଗୁଦନିର୍ଗମ (ଦେଖ) — Gudanirgama (See)