ଗୁଦଗ୍ରହ Gudagraha

  • ସଂ. ବି. (ଗୁଦ=ଗ୍ରହ ଧାତୁ+ଅ) — ଉଦାବର୍ତ୍ତ ବା କୋଷ୍ଠବଦ୍ଧତା ରୋଗ — Constipation
  • ସଂ. ବି. (ଗୁଦ=ଗ୍ରହ ଧାତୁ+ଅ) — ଗୁହ୍ୟଦ୍ୱାରରେ ବ୍ଯଥା ଓ ପୀଡ଼ା — Spasm in the rectum or anus