ଗୁଣ୍ଡୁଚି Guṇḍuchi

  • ଦେ. ବି — ବୃକ୍ଷଚାରୀ ମୂଷିକ ଜାତୀୟ ଜୀବ ବିଶେଷ — The grey squirrel
  • ଦେ. ବି — ପତ୍ର ଅନ୍ତରାଳେ ରାବିଲେ ଗୁଣ୍ଡୁଚି— ରାଧାନାଥ, ନନ୍ଦିକେଶ୍ୱରୀ।
  • ଦେ. ବି — [ଦ୍ର—ଏହାର ଦେହ ପାଉଁଶିଆ, ପେଟ ଧଳା ଓ ପିଠିରେ 4 ଟି କଳା ଲମ୍ବ ଡୋରା ଅଛି। ଏହାର ଲାଞ୍ଜ ଲମ୍ବ ଓ ଝାମ୍ପୁଡ଼ା, ଏହାର ଲୋମ ଖୁବ୍ ନରମ। ପ୍ରବାଦ ଅଛି ଯେ ରାମଚନ୍ଦ୍ର ସେତୁବନ୍ଧ ବାନ୍ଧିବା ସମୟରେ ଗୁଣ୍ଡୁଚିମୂଷା ତାହାର ଯଥାଶକ୍ତି ଉକ୍ତ ବନ୍ଧ ପକାଇବା କାର୍ଯ୍ୟରେ ସାହାଯ୍ୟ କରିବା ନିମନ୍ତେ ଜଳରେ ବୁଡ଼ି ଓଦା ହୋଇ ବାଲିରେ ଗଡ଼ି ଗଡ଼ି ଦେହରେ ଲାଗିଥିବା ବାଲିକୁ ବନ୍ଧ ଉପରେ ଝାଡ଼ୁଥାଏ; ରାମଚନ୍ଦ୍ର ଏହା ଦେଖି ଏହି କ୍ଷୁଦ୍ର ଜୀବ ଉପରେ ସନ୍ତୁଷ୍ଟ ହୋଇ ତା ପିଠି ଆଉଁସିଦେଲେ ଏବଂ ତାଙ୍କ ଆଙ୍ଗୁଠିର ଦାଗ ଗୁଣ୍ଡୁଚିମୂଷା ପିଠିରେ ସେହି ଦିନରୁ ରହିଗଲା।] — [ଦ୍ର—ଏହାର ଦେହ ପାଉଁଶିଆ, ପେଟ ଧଳା ଓ ପିଠିରେ4ଟି କଳା ଲମ୍ବ ଡୋରା ଅଛି ଏହାର ଲାଞ୍ଜ ଲମ୍ବ ଓ ଝାମ୍ପୁଡ଼ା, ଏହାର ଲୋମ ଖୁବ୍ ନରମ ପ୍ରବାଦ ଅଛି ଯେ ରାମଚନ୍ଦ୍ର ସେତୁବନ୍ଧ ବାନ୍ଧିବା ସମୟରେ ଗୁଣ୍ଡୁଚିମୂଷା ତାହାର ଯଥାଶକ୍ତି ଉକ୍ତ ବନ୍ଧ ପକାଇବା କାର୍ଯ୍ୟରେ ସାହାଯ୍ୟ କରିବା ନିମନ୍ତେ ଜଳରେ ବୁଡ଼ି ଓଦା ହୋଇ ବାଲିରେ ଗଡ଼ି ଗଡ଼ି ଦେହରେ ଲାଗିଥିବା ବାଲିକୁ ବନ୍ଧ ଉପରେ ଝାଡ଼ୁଥାଏ; ରାମଚନ୍ଦ୍ର ଏହା ଦେଖି ଏହି କ୍ଷୁଦ୍ର ଜୀବ ଉପରେ ସନ୍ତୁଷ୍ଟ ହୋଇ ତା ପିଠି ଆଉଁସିଦେଲେ ଏବଂ ତାଙ୍କ ଆଙ୍ଗୁଠିର ଦାଗ ଗୁଣ୍ଡୁଚିମୂଷା ପିଠିରେ ସେହି ଦିନରୁ ରହିଗଲା]
  • ଦେ. ବି — ପକ୍ଷିବିଶେଷ — A kind of bird
  • ଦେ. ବି — ବଣୀ ବସନ୍ତ ଗୁଣ୍ଡୁଚି ଲଉଆ—ପ୍ରାଚୀ, ପ୍ରତାପ ଶଶିସେଣା।
  • ପ୍ରାଦେ (ସମ୍ବଲପୁର) ବି. (ସଂ. କାଞ୍ଚୀ) — କମରପଟା ( 2 ) (ଦେଖ) — କମରପଟା (2) (ଦେଖ)Kamarapaṭā (2) (See)