ଗୁଣ୍ଡୁଚିନାଗ Guṇḍuchināga

  • ଦେ. ବି — ଏକପ୍ରକାର ବିଷଧର ନାଗ — A kind of brown cobra
  • ଦେ. ବି — [ଦ୍ର—ଏହାର ଦେହ ଗୁଣ୍ଡୁଚିମୂଷା ଦେହ ପରି ପାଉଁସିଆ ଓ ଦେହରେ ଲମ୍ବ ଡୋରା ଗାର ଥାଏ।]