ଗୁଣ୍ଡିଚାମଣ୍ଡପ Guṇḍichāmaṇḍapa

  • ଦେ. ବି — ଗୁଣ୍ଡିଚାଘର ମଧ୍ୟରେ ଯେଉଁ ବେଦୀରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରଥରୁ ଓହ୍ଲାଇ ବିଜେ କରନ୍ତି — The raised platform in the Guṇḍichā on being taken down from the car
  • ଦେ. ବି — [ଦ୍ର—ଜଗନ୍ନାଥଙ୍କ ମନ୍ଦିରପ୍ରତିଷ୍ଠାବେଳେ ଇନ୍ଦ୍ରଦ୍ୟୁମ୍ନ ରାଜା ଏ ସ୍ଥାନରେ ଯଜ୍ଞବେଦୀ କରାଇ ଥିଲେ। (ଉତ୍କଳଖଣ୍ଡ— 29 . ଅ. 14 )।] — [ଦ୍ର—ଜଗନ୍ନାଥଙ୍କ ମନ୍ଦିରପ୍ରତିଷ୍ଠାବେଳେ ଇନ୍ଦ୍ରଦ୍ୟୁମ୍ନ ରାଜା ଏ ସ୍ଥାନରେ ଯଜ୍ଞବେଦୀ କରାଇ ଥିଲେ (ଉତ୍କଳଖଣ୍ଡ—29. ଅ.14)]