ଗୁଣ୍ଡିଚାଘର Guṇḍichā ghara

  • ଦେ. ବି — ଶ୍ରୀ ଜଗନ୍ନାଥଦେବଙ୍କ ଉଦ୍ୟାନ ମନ୍ଦିର — The garden-house of Lord Jagannath at Puri
  • ଦେ. ବି — [ଦ୍ର—ଏଠାରେ ଜଗନ୍ନାଥଦେବ ରଥଯାତ୍ରା ସମୟରେ 7 ଦିନ ଅବସ୍ଥାନ କରନ୍ତି। ଏହା ଶ୍ରୀମନ୍ଦିରରୁ ପ୍ରାୟ 1 ମାଇଲ ଦୂର।] — [ଦ୍ର—ଏଠାରେ ଜଗନ୍ନାଥଦେବ ରଥଯାତ୍ରା ସମୟରେ7ଦିନ ଅବସ୍ଥାନ କରନ୍ତି ଏହା ଶ୍ରୀମନ୍ଦିରରୁ ପ୍ରାୟ1ମାଇଲ ଦୂର]