ଗୁଣ୍ଡିଖିଆ Guṇḍkhiā

  • ପ୍ରାଦେ. (ସମ୍ବଲପୁର) ବି — ଦୋଳପୂର୍ଣ୍ଣିମା ଦିନ ସମ୍ବଲପୁରର କେତେକ ଜାତିଙ୍କ ମଧ୍ୟରେ ପ୍ରଚଳିତ ନୂଆଖିଆ (ନବାନ୍ନ) ପରି ଉତ୍ସବ ବିଶେଷ — A festival observed on Doḻapūrṇṇimā day on the occasion of the year's first partaking of the Mahwa flower
  • ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଏ ଦିନ ଲୋକେ ବର୍ଷର ପ୍ରଥମ ମହୁଲଫୁଲ ନୂଆ କରି ଖାଆନ୍ତି।]