ଗୁଣ୍ଡିଆ Guṇḍiā
- ଦେ. ବିଣ — କପଟାଚାରୀ — Deceitful
- ପ୍ରାଦେ. (ଗଞ୍ଜାମ) ବି — ଧୈର୍ଯ୍ୟ — Patience
- ପ୍ରାଦେ. (ଗଞ୍ଜାମ) ବି — ଆସ୍ପର୍ଦ୍ଧା — Arrogance; bragging
- ପ୍ରାଦେ. (ସମ୍ବଲପୁର) ବି — ମଶା — Mosquito
- ପ୍ରାଦେ. (ସମ୍ବଲପୁର) ବି — [ଦ୍ର—ଛୋଟ ମଶାକୁ ସମ୍ବଲପୁରରେ 'କୂରକୁଟୀ' ଓ 'ଘୂନ୍ଘୁଟୀ' ବୋଲାଯାଏ।]
- ପ୍ରାଦେ. (ଗଡ଼ଜାତ) ବି — ଏକପ୍ରକାର ପାର୍ବତୀୟ କଳା ମଶା — A kind of black mosquito found in mountainous regions