ଗୁଣ୍ଠିତ Guṇṭita

  • ସଂ. ବିଣ. (ଗୁଣ୍ଠ୍ ଧାତୁ+କର୍ମ. ତ) — ବେଷ୍ଟିତ — Surrounded; wrapped; enveloped
  • ସଂ. ବିଣ. (ଗୁଣ୍ଠ୍ ଧାତୁ+କର୍ମ. ତ) — ଆବୃତ — Covered
  • ସଂ. ବିଣ. (ଗୁଣ୍ଠ୍ ଧାତୁ+କର୍ମ. ତ) — ଧୂଳିଲିପ୍ତ; ଧୂଳିଯୁକ୍ତ — Covered with dust; dusty