ଗୁଣାବସୁଣୀ Guṇābasuṇī
- ଦେ. ବି (ସହଚର) — ସ୍ତ୍ରୀଲୋକମାନଙ୍କର ନାକର ଦୁଇ ପୁଡ଼ାରେ ପିନ୍ଧାଯିବା ଗୁଣା ଓ ବସୁଣୀ ନାମକ ଦୁଇଟି ଅଳଙ୍କାର — Two ornaments for the two nostrils of women
- ଦେ. ବି (ସହଚର) — [ଦ୍ର— ସାଧାରଣତଃ ନାକର ବାମପୁଡ଼ାରେ ଗୁଣା ଡାହାଣ ପୁଡ଼ାରେ ବସୁଣୀ ଓ ଲୋଥ ପିନ୍ଧାଯାଏ। କୌଣସି କୌଣସି ଅଞ୍ଚଳରେ ଏଥିର ବିପରୀତ ବ୍ଯବହାର ମଧ୍ୟ ଦେଖାଯାଏ।]