ଗୁଣାତୀକ Guṇātīta

  • ସଂ. ବିଣ ( 6 ଷ୍ଠୀ ତତ୍; ଗୁଣ+ଅତୀତ) — ସାଂସାରିକ ବନ୍ଧନରୁ ମୁକ୍ତ — Released from wordly ties
  • ସଂ. ବିଣ ( 6 ଷ୍ଠୀ ତତ୍; ଗୁଣ+ଅତୀତ) — ନିର୍ଲିପ୍ତ — Not addicted to the World
  • ସଂ. ବିଣ ( 6 ଷ୍ଠୀ ତତ୍; ଗୁଣ+ଅତୀତ) — ସତ୍ୱ, ରଜଃ ଓ ତମଃ ଏ ତିନିଗୁଣରୁ ଅତୀତ — Beyond the three attributes of Nature
  • ସଂ. ବି — ପରମେଶ୍ୱର — God