ଗୁଣାଢ୍ୟ Guṇāḍhya
- ସଂ. ବିଣ. ପୁଂ ( 3 ୟା ତତ୍; ଗୁଣ ଦ୍ୱାରା ଆଢ୍ୟ ଅର୍ଥାତ ଯୁକ୍ତ) — ସୁଗୁଣ ଯୋଗୁଁ ସର୍ବତ୍ର ପୂଜିତ — Universally respected for good qualities
- ସଂ. ବିଣ. ପୁଂ ( 3 ୟା ତତ୍; ଗୁଣ ଦ୍ୱାରା ଆଢ୍ୟ ଅର୍ଥାତ ଯୁକ୍ତ) — ଗୁଣବାନ୍ — Having good qualities
- ସଂ. ବି. ପୁଂ. (ନାମ) — ପୈଶାଚୀ ଭାଷାର ବୃହତ ଗ୍ରନ୍ଥକାର କବିବିଶେଷ — Name of a poet who wrote a large treaties in the Pa̲i̱ṡāchī language