ଗୁଣାଗୁଣି Guṇāguṇi
- ଦେ. ବି — ଅନେକ ସଂଖ୍ୟାକୁ ଅନେକ ସଂଖ୍ୟାଦ୍ୱାରା ଗୁଣିବା କର୍ମ — Acts of multiplying
- ଦେ. ବି — ସହସ୍ରନାମ, ସ୍ତବସ୍ତୋତ୍ର ଆଦି ଦେବତାଙ୍କ ନିକଟରେ ଗୁଣିବା ବା ବୋଲିବା କର୍ମ — Chanting or reciting of hymns
- ଦେ. ବି — ଦୈନିକ ସନ୍ଧ୍ୟାବନ୍ଦନାଦି କର୍ମ — Daily chanting of psalms