ଗୁଣଗ୍ରାହୀ Guṇagrāhi

  • ସଂ. ବିଣ. ପୁଂ (ଗୁଣ+ଗ୍ରହ ଧାତୁ+କର୍ତ୍ତୃ. ଇନ; 1 ମା. 1 ବ.) — ଯେ ଅନ୍ୟର ଗୁଣ ଗ୍ରହଣ କରେ — One who assumes another's qualities
  • ସଂ. ବିଣ. ପୁଂ (ଗୁଣ+ଗ୍ରହ ଧାତୁ+କର୍ତ୍ତୃ. ଇନ; 1 ମା. 1 ବ.) — ଯେ ଅନ୍ୟର ଗୁଣକୁ ଆଦର କରେ — One who appreciates another's good qualities