ଗୁଣଗ୍ରାହକ Guṇagrāhaka

  • ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; ଗୁଣ+ଗ୍ରାହକ) — ଯେ ଅନ୍ୟର ଗୁଣ ଗ୍ରହଣ କରେ — One who assumes another's qualities
  • ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; ଗୁଣ+ଗ୍ରାହକ) — ଯେ ଅନ୍ୟର ଗୁଣକୁ ଆଦର କରେ — One who appreciates the good qualities in another