ଗୁଣଗାରିମା Guṇagārimā

  • ଦେ. ବି—( 6 ଷ୍ଠୀ ତତ୍; ଗୁଣ+ଗରିମା) — ବିଚକ୍ଷଣତା — Excellence
  • ଦେ. ବି—( 6 ଷ୍ଠୀ ତତ୍; ଗୁଣ+ଗରିମା) — ତାହାର ଗୁଣଗାରିମା ଅନୁଭବ କରିବାର ଶକ୍ତି ଯଦି ନିତାନ୍ତ ତୁମ୍ଭର ନ ଥାଏ—ଫକୀର ମୋହନ, ଛମାଣଆଠଗୁଣ୍ଠ।