ଗୁଣ କରିବା Guṇa karibā

  • ଦେ. କ୍ରି — ଉପକାର କରିବା — To benefit
  • ଦେ. କ୍ରି — ଫଳପ୍ରଦ ହେବା — To be efficacious
  • ଦେ. କ୍ରି — ଗୁଣିବା; ଏକ ସଂଖ୍ୟାକୁ ଅନ୍ୟଦ୍ୱାରା ଗୁଣନ କରିବା — To multiply
  • ଦେ. କ୍ରି — (ଯଥା— 3 କୁ 5 ଦ୍ୱାରାଗୁଣ କଲେ 15 ହେବ।) — (ଯଥା—3କୁ5ଦ୍ୱାରାଗୁଣ କଲେ15ହେବ)