ଗୁଡ୍ମର୍ନିଙ୍ଗ୍ Guḍmarniṅg

  • ବୈଦେ. ଅ. (ଇଂ. ଗୁଡ଼୍=ଉତ୍ତମ+ମର୍ନିଙ୍ଗ୍= ସକାଳ) — ପାଶ୍ଚାତ୍ୟ ନମସ୍କାର; ଅଭିବାଦନ — Good morning
  • ବୈଦେ. ଅ. (ଇଂ. ଗୁଡ଼୍=ଉତ୍ତମ+ମର୍ନିଙ୍ଗ୍= ସକାଳ) — [ଦ୍ର—ସକାଳ ବେଳା ଦିନ 12 ଟା ମଧ୍ୟରେ ଦେଖା ହେଲେ ଇଂରେଜମାନେ ପରସ୍ପରକୁ ଗୁଡ୍ମର୍ନିଙ୍ଗ୍ କହି ଅଭିବାଦନ କରନ୍ତି; ସନ୍ଧ୍ୟା ଓ ଅପରାହ୍ଣରେ ଗୁଡ୍ଇଭ୍ନିଙ୍ଗ୍ କହନ୍ତି।] — [ଦ୍ର—ସକାଳ ବେଳା ଦିନ12ଟା ମଧ୍ୟରେ ଦେଖା ହେଲେ ଇଂରେଜମାନେ ପରସ୍ପରକୁ ଗୁଡ୍ମର୍ନିଙ୍ଗ୍ କହି ଅଭିବାଦନ କରନ୍ତି; ସନ୍ଧ୍ୟା ଓ ଅପରାହ୍ଣରେ ଗୁଡ୍ଇଭ୍ନିଙ୍ଗ୍ କହନ୍ତି]