ଗୁଞ୍ଜୁଗୁଞ୍ଜୁ Gun̄jugun̄ju

  • ଦେ. ଅ — ଆସିବାମାତ୍ରକେ; ଉପସ୍ଥିତ ହେଲାକ୍ଷଣି (ରାତି, ସକାଳ, ସନ୍ଧ୍ୟା) — Immediately after the setting of (night, morning, evening)
  • ଦେ. ଅ — (ଯଥା—ସଞ୍ଜ ଗୁଞ୍ଜୁଗୁଞ୍ଜୁ; ରାତି ଗୁଞ୍ଜୁଗୁଞ୍ଜୁ; ସେ ରାତି ଗୁଞ୍ଜୁଗୁଞ୍ଜୁ ହୋଇ ଆମ ଘରେ ପହଞ୍ଚିଗଲେ।)