ଗୁଞ୍ଜିକା Gun̄jikā

  • ସଂ. ବି. ସ୍ତ୍ରୀ (ଗୁଞ୍ଜା+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — କାଇଞ୍ଚଫଳ — The seed of Kāin̄cha
  • ସଂ. ବି. ସ୍ତ୍ରୀ (ଗୁଞ୍ଜା+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଏକ କାଇଞ୍ଚ ପରିମାଣ — Weight of one Kāin̄cha