ଗୁଜାରିବା Gujāribā

  • ଦେ. କ୍ରି ('ଗୁଜରିବା' କ୍ରିୟାର ଣିଜନ୍ତରୂପ; ଫା. ଗୁଜାର୍ନା) — ଉପସ୍ଥାପିତ କରିବା; ପେଶ କରିବା — To place or put up before a person to cite
  • ଦେ. କ୍ରି ('ଗୁଜରିବା' କ୍ରିୟାର ଣିଜନ୍ତରୂପ; ଫା. ଗୁଜାର୍ନା) — ନ୍ଯାୟ ଯୁକ୍ତି ସିଧା ଉକ୍ତି ପହିଲେ ଗୁଜାରିବା—ଭିକାରୀଚରଣ, ଗୀତଲହନୀ।
  • ଦେ. କ୍ରି ('ଗୁଜରିବା' କ୍ରିୟାର ଣିଜନ୍ତରୂପ; ଫା. ଗୁଜାର୍ନା) — (କାଳ) କଟାଇବା — To pass. (time)